Blogger news

Jisu Janamile Lyrics

Jisu Janamile Lyrics | New Odia Christmas Dance Song

Jisu Janamile Lyrics is a new Christmas Dance Song by Susanta Khosla and Nayami Khosla. 

Jisu Janamile Lyrics

ମୋ ଜୀବନ ଗାଏ ଆଜି ଯୀଶୁ ନାମ
ମୋ ଏ ପ୍ରାଣ କରେ ଆଜି ସ୍ତୁତି ତାଙ୍କର
ମାନବ ରୂପ ଧରି ଯୀଶୁ ଜନମ ହେଲେ
ଜଗତର ସବୁ ପାପ ଭାର ବହି ସେ ନେଲେ
ଯୀଶୁ ଜନମିଲେ ଯୀଶୁ ଜନମିଲେ
ଆମ ପାପ ପାଇଁ ଯୀଶୁ ଜନମିଲେ

ମାନବର ମୁକତି ଆଣିଦେଲେ ଯୀଶୁ ରାଜା ଆମ ତ୍ରାଣକାରି
ସେ ମହା ପ୍ରେମକାରି ସେଥି ପାଇଁ କର ସର୍ବେ ସ୍ତୁତି ତାଙ୍କରି
ଜୀବନ ଦାତା ଯୀଶୁ ଆମ ଜନମ ହେଲେ
ଆମର ପାପ ଧୋଇ ନିଜ ଜୀବନ ଦେଲେ
ଯୀଶୁ ଜନମିଲେ ଯୀଶୁ ଜନମିଲେ
ଆମ ପାପ ପାଇଁ ଯୀଶୁ ଜନମିଲେ

ସରଗ ଦୂତ ପରି ଉଠେଇବା ଆସ ସର୍ବେ ଆନନ୍ଦ ଧ୍ୱନି
ବିଜୟ ବାନା ଧରି କହି ଯିବା କଣେ କଣେ ଯୀଶୁଙ୍କ ବାଣୀ
ରାଜନ ଆମ ଗୁହାଳ ଘରେ ମେରିଙ୍କ କଳେ
ଯୀଶୁଙ୍କ ପରି ନାହିଁ ଆଉ ଆକାଶ ତଳେ
ଯୀଶୁ ଜନମିଲେ ଯୀଶୁ ଜନମିଲେ
ଆମ ପାପ ପାଇଁ ଯୀଶୁ ଜନମିଲେ



No comments:

Home Ads

Powered by Blogger.