Blogger news

A Tara Ki Khabar Anichhu Kahare Lyrics

A Tara Ki Khabar Anichhu Kahare Lyrics | Odia Christmas Special Dance Song

A Tara Ki Khabar Anichhu Kahare Lyrics is a beautiful Odia Christmas Special Dance Song. 

A Tara Ki Khabar Anichhu Kahare Lyrics

ଏ ତାରା କି ଖୋବର
ଆଣିଛୁ ତୁ କୋହରେ🔯
ଚମକୁଛୁ ନୀଳ ଆକାଶରେ
ଚମକୁଛୁ ନୀଳ ଆକାଶରେ ।

ଏ ତାରା କି ଖୋବର ଆଣିଛୁ ତୁ କୋହରେ
ଚମକୁଛୁରେ ନୀଳ ଆକାଶେ
ଚମକୁଛୁରେ ନୀଳ ଆକାଶେ

ତ ଆଲୋକ କହୁଛି ଏ ଦୁନିଆ ଭିତରେ
ଖୁସିର ଖବର ଆଜି ଆଣିଛୁ ବଧେ ।

ଏ ତାରା କି ଖୋବର ଆଣିଛୁ ତୁ କୋହରେ
ଚମକୁଛୁରେ ନୀଳ ଆକାଶେ
ଚମକୁଛୁରେ ନୀଳ ଆକାଶେ

ତ ଆଲୋକ କହୁଛି ଏ ଦୁନିଆ ଭିତରେ
ଖୁସିର ଖବର ଆଜି ଆଣିଛୁ ବଧେ ।

ଦୁଃଖ ନାହିଁ ଆଉ ଦେଖ
ଯୀଶୁ ଆଣିଦେଲେ ସୁଖ
ଜଗତର ମାନବ ଉପରେ।
ଜଗତର ମାନବ ଉପରେ।

ମନେ ଭରିଦେବେ ହସ
ଆସ ଯିବା ଯୀଶୁ ପାଶ
ଭେଟିଦେବା ଯୀଶୁଙ୍କ ପୟରେ
ଭେଟିଦେବା ଯୀଶୁଙ୍କ ପୟରେ ।

ଦେଖ ନାଇଁ ଆଉ ଦୁଃଖ ମୋ ମନରେ
ଜଗତରେ ଯୀଶୁ ଜନମିଲେ
ଜଗତରେ ଯୀଶୁ ଜନମିଲେ ।

ସବୁ ମାନବର ପାପ
ଯୀଶୁ କରିଦେବେ ମୁକ୍ତ
ଜଗତର ମାନବ ଉପରେ
ଜଗତର ମାନବ ଉପରେ ।

ଯୀଶୁ ଜିବନର ପଥ
ଯିବା ଧରି ତାଙ୍କ ହାତ
ନେଇଯିବେ ଶୀୟନ ଦେଶରେ
ନେଇଯିବେ ଶୀୟନ ଦେଶରେ

ନାହିଁ ଦୁଃଖ ଆଉ ଭୋକ କି ସେଠାରେ
ରହିବୁ ତୁ ଅନନ୍ତ ଶାନ୍ତିରେ
ଯୀଶୁଙ୍କର ମହାନ ପ୍ରେମରେ।

ନାହିଁ ଦୁଃଖ ଆଉ ଭୋକ କି ସେଠାରେ
ରହିବୁ ତୁ ଅନନ୍ତ ଶାନ୍ତିରେ
ଯୀଶୁଙ୍କର ମହାନ ପ୍ରେମରେ।



No comments:

Home Ads

Powered by Blogger.