Blogger news

Janamile Jisu Rajana Lyrics

Janamile Jisu Rajana Lyrics | Odia Christmas Song

Janamile Jisu Rajana Lyrics talks about why Jesus came to earth. It's a beautiful Odia Christmas Song by Amit Pani and Dilip Kuldeep.

Janamile Jisu Rajana Lyrics

ଜନମିଲେ ଯୀଶୁ ରାଜନ
ଦେବାକୁ ମତେ ପରିତ୍ରାଣ
ଉଦ୍ଧାର କର୍ତ୍ତା ମାନବ ର
ତ୍ରାଣ କର୍ତ୍ତା ଯୀଶୁ ଆମର (୨)
ଆଜି ଦାଉଦଙ୍କ ନଗରେ
ମା ମାରୀୟମ ଙ୍କ କଳରେ (୨)
ଜନମିଲେ ଯୀଶୁ ରାଜନ
କର ସର୍ବେ ଜୟଗାନ

ଅନ୍ଧକାର ହଟିଗଲା
ଆଲକିତ ହେଲା ଜଗତ
ଦୁଃଖ ଆମ ଦୁରେଇଲା
ଯୀଶୁ ଦେଲେ ନୂଆ ଜୀବନ (୨ time)
ସେ ଇମାନୁଏଲ ଈଶ୍ୱର
ଆମ ସହିତ ପରମେଶ୍ବର (୨ time)
କରସର୍ବେ ଜୟ ଗାନ
ଜନମିଲେ ଯୀଶୁ ରାଜନ

ସରଗ ଚାଡ଼ି ମାନବ ରୁପେ
ଜଗତେ ସେ ଆସିଲେ
ମାନବର ଦୁଃଖ ଶକ
ନେଇ ପରିତ୍ରାଣ ଦେଲେ (୨ time)

ସେ ପାପୁ ଉଦ୍ଧାର କରିବେ
ପରିତ୍ରାଣ ସେ ମତେ ଦେବେ
କର ସର୍ବେ ଜୟଗାନ
ଜନମିଲେ ଯୀଶୁ ରାଜନ



No comments:

Home Ads

Powered by Blogger.