Jaga Jaga Kara Tanka Prashansa Gana Lyrics
Jaga Jaga Kara Tanka Prashansa Gana Lyrics is a beautiful Odia Christian song. The song tells to praise God every morning. His mercy is new every day.
Jaga Jaga Kara Tanka Prashansa Gana Lyrics
ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ
ପ୍ରତି ପ୍ରାତେଃ ତାଙ୍କ ଦୟା ଚିର ନୂତନ
୧. ଅଗଣିତ ପାପ ତୋର କରନ୍ତି କ୍ଷମା
ଅଟନ୍ତି ସେ ଦୟାମୟ କ୍ରୋଧରେ ଧୀର
କରନ୍ତି ସେ ଅନୁଗ୍ରହ ଅଶେଷ ମୋର
ଧନ୍ୟ ତାଙ୍କ ନାମ (୨ଥର)
ପ୍ରତି ପ୍ରାତେଃ...
୨. ବଞ୍ଚିଥିବା ଯେତେ ଦିନ ଏ ଜଗତରେ
ଜଣାଉବା ଧନ୍ୟବାଦ ଆନନ୍ଦ ସ୍ୱରେ
ଦୁଃଖ ନିନ୍ଦା ଅପମାନ ସହିବା ହସି
ଝରୁଥିବ କଷ୍ଟ ଆମ ବନ୍ଦନା ଗୀତି
ଧନ୍ୟ ତାଙ୍କ ନାମ (୨ଥର)
ପ୍ରତି ପ୍ରାତେଃ...
No comments: