Blogger news

Gourab Prashansa Sambhrama Lyrics

Gourab Prashansa Sambhrama Lyrics | Odia Christian Song

Gourab Prashansa Sambhrama Lyrics talks about the glory of God. Jesus is king of kings. If you believe this, praise God with this beautiful Odia Christian song. 

Gourab Prashansa Sambhrama Lyrics

ଗୌରବ ପ୍ରଶଂସା ସମ୍ଭ୍ରମ, ମହିମାରେ ପରିପୂର୍ଣ୍ଣ
ପ୍ରଭୁ ମାନଙ୍କ ପ୍ରଭୁ ମହାନ,
ପ୍ରିୟ ଯୀଶୁ ରାଜା ଆମ

​ଗାଅ ହାଲେଲୁ ହୋଶାନ୍ନା,
ହାଲେଲୁୟା ହୋଶାନ୍ନା
ହାଲେଲୁ ହାଲେଲୁ ହାଲେଲୁୟା.... ଗୌରବ....

ସରଗ ମରତ ଅଟଇ ତାଙ୍କ ଅଧୀନ
ପାପୀଙ୍କ ପାଇଁ ସାଜିଲେ ମହା ପରିତ୍ରାଣ
କରୁଣାରେ ପୂର୍ଣ୍ଣ ଦୟାରେ ମହାନ,
କର ତାଙ୍କ ଜୟଗାନ
ଗୌରବ....

​ସ୍ନେହପୂର୍ଣ୍ଣ କରୁଣା ପାଇଁ ଧନ୍ୟବାଦ କର
ତାହାଙ୍କ ସତ୍ୟତା ସକାଶେ ତାଙ୍କ ସ୍ତୁତି କର
ସର୍ବାନ୍ତ କରଣେ ହୃଷ୍ଟଚିତ ମନେ
ତାହାଙ୍କ ପ୍ରଶଂସା କର
ଗୌରବ....

No comments:

Home Ads

Powered by Blogger.