Blogger news

Badadinara Abhinandana Lyrics

Badadinara Abhinandana Lyrics | New Christmas Song - Humane Sagar


ଯୀଶୁ ଜନମର ସୁଅଭିବାଦନ
ଘେନ ବନ୍ଧୁ ଗଣ ଶୁଭ ସମ୍ଭାଷଣ...

ଯୀଶୁ ଜନମର ସୁଅଭିବାଦନ
ଏ ବଡ଼ ଦିନର ଶୁଭ ସମ୍ଭାଷଣ (୨ଥର)
ଜଣାଉଛି ଏହି କ୍ଷଣ ଆହେ ପ୍ରିୟ ବନ୍ଧୁଗଣ...(୨ଥର)
କର ହେ ଗ୍ରହଣ...
ଅଭିନନ୍ଦନ ଘେନ ଅଭିନନ୍ଦନ..(୨ଥର) .........=୦=

ଆନଦଜନକ ଏହି ସୁସମାଚାର...ସୁସମାଚାର
ଈଶ୍ବରଙ୍କ ଦୂତ ମର୍ତ୍ତେ କଲେ ପ୍ରଚାର...କଲେ ପ୍ରଚାର
ମୁକ୍ତି ସାଧିବାକୁ ସାରା ବିଶ୍ୱ ଜନର...ବିଶ୍ଵ ଜନର
ଆସିଲେ ଧରାକୁ ଛାଡ଼ି ସରଗ ପୁର...ସରଗ ପୁର
ବାକ୍ୟରୂପୀ ଈଶ ସୂତ ଶିଶୁ ରୂପେ ହେଲେ ଜାତ...(୨ଥର)
ମାନବ କାରଣ...
ଅଭିନନ୍ଦନ ଘେନ ଅଭିନନ୍ଦନ ..(୨ଥର).........=୧=

ଆସିଅଛି ବୋଲି ଯୀଶୁଙ୍କ ଜନ୍ମ ଦିନ...ଜନମ ଦିନ
ଆନନ୍ଦେ ସଭିଙ୍କ ମନ ହୁଏ ଉଚ୍ଛନ୍ନ...ହୁଏ ଉଚ୍ଛନ୍ନ
ଆସ ଆସ ପ୍ରିୟ ଖ୍ରୀଷ୍ଟ ବିଶ୍ବାସୀ ଗଣ... ବିଶ୍ୱାସୀ ଗଣ
ମଧୁଗୀତି ଗାଇ କରିବା ଜୟଗାନ... ଜୟଗାନ
ପରସ୍ପର ମିଳିମିଶି ବାଣ୍ଟିନେବା ହସଖୁସି...(୨ଥର)
ହୋଇ ଏକ ମନ....
ଅଭିନନ୍ଦନ ଘେନ ଅଭିନନ୍ଦନ ..(୨ଥର)...........=୨=



No comments:

Home Ads

Powered by Blogger.