Blogger news

Banchibi Jadi Jishu Tuma Paen Lyrics

Banchibi Jadi Jishu Tuma Paen Lyrics | ବଞ୍ଚିବି ଯଦି ଯୀଶୁ ତୁମ ପାଇଁ Lyrics

Banchibi  jadi jishu tuma paen lyrics is based on Philippians 1:21, "For to me, to live is Christ and to die is gain.” Bhalapai mate Prabhu tume nijara kala song is composed beautifully and carries a significant meaning to all who believe in Jesus Christ. 

ବଞ୍ଚିବି ଯଦି ଯୀଶୁ ତୁମ ପାଇଁ Lyrics

ବଞ୍ଚିବି ଯଦି ଯୀଶୁ ତୁମ ପାଇଁ
ମରିବି ଯଦି ଯୀଶୁ ତୁମ ଲାଗି
ଭଲପାଇ ମତେ ପ୍ରଭୁ ତୁମେ ନିଜର କଲ
ହୃଦୟ ରେ ମୋର ଶାନ୍ତି ଦେଇ ସାହରା ହେଲ
ହେ ମୋର ଜଗତ ନାଥ ତୁମ୍ଭଠାରେ ମୋର ନିଶ୍ୱାସ
ହେ ମୋର ଦୁଃଖୀର ନାଥ ତୁମ୍ଭଠାରେ ମୋର ବିଶ୍ୱାସ

ପବନ ପରି ମୋ ଜୀବନେ ବିପଦ
ମୋ ପାଖେ ପାଖେ ଖାଲି ରହୁଥିଲା
ଦିନ ପରି ଦିନ ମୁଁ ଖୋଜିବୁଲୁ ଥିଲି
ତଥାପି ଶାନ୍ତି ମିଳୁନ ଥିଲା
ଭଲପାଇ ମତେ ପ୍ରଭୁ ତୁମେ, ନିଜର କଲ
ହୃଦୟ ରେ ମୋର ଶାନ୍ତିଦେଇ ସାହାରା ହେଲ
ହେ ମୋର ଜଗତ ନାଥ ତୁମ୍ଭଠାରେ ମୋର ନିଶ୍ୱାସ
ହେ ମୋର ଦୁଃଖୀର ନାଥ ତୁମ୍ଭଠାରେ ମୋର ବିଶ୍ୱାସ *1*

ଜାଣିଗଲି ପ୍ରଭୁ ତୁମେ ଏକା ଇଶ୍ୱ
ମୋ ଜୀବନର ତୁମେ ସାହାରା
ମୋ ଚରଣ ପାଇଁ ତୁମ ବାକ୍ୟ ପ୍ରଭୁ
ଅନ୍ଧାର କୁ ଆଲୋକ ଦେଲା
ଭଲପାଇ ପ୍ରଭୁ ମତେ ତୁମେ, ନିଜର କଲ
ହୃଦୟରେ ମୋର ଶାନ୍ତିଦେଇ ସାହାରା ହେଲ
ହେ ମୋର ଜଗତ ନାଥ ତୁମ୍ଭଠାରେ ମୋର ନିଶ୍ୱାସ
ହେ ମୋର ପ୍ରଣାର ନାଥ ତୁମ୍ଭଠାରେ ମୋର ବିଶ୍ୱାସ *2*

Banchibi Jadi Jishu Tuma Paen Lyrics 

Banchibi jadi Jishu tum paen

Maribi jadi Jishu tum lagi

Bhalapai mate Prabhu tume nijara kala

Hrudaya re mora shanti dei sahara hela

He mora jagata natha tumbhathare mora nishwasa

He mora duhkheera natha tumbhathare mora bishwasa (0) 

Pabana pari mo jibane bipada

Mo pakhe pakhe khali rahuthila

Dina pare dina mu khojibulu thili

Tathapi shanti miluna thila

Bhalapai mate Prabhu tume nijara kala

Hrudaya re mora shanti dei sahara hela

He mora jagata natha tumbhathare mora nishwasa

He mora duhkheera natha tumbhathare mora bishwasa (1) 

Janigali Prabhu tume eka Ishwa

Mo jibanara tume sahara

Mo charana pain tum bakya Prabhu

Andhara ku aloka dela

Bhalapai Prabhu mate tume nijara kala

Hrudayare mora shanti dei sahara hela

He mora jagata natha tumbhathare mora nishwasa

He mora pranara natha tumbhathare mora bishwasa (2) 

No comments:

Home Ads

Powered by Blogger.