E Babu Tue Pade Hallelujah Sun Lyrics
E Babu Tue Pade Hallelujah Sun Lyrics is a beautiful Koraputia Christian Song. It is sung by Humane Sagar and it's beautifully composed.
E Babu Tue Pade Hallelujah Sun Lyrics
ଏ ବାବୁ ତୁଇ ପଦେ ହାଲ୍ଲେଲୁୟା ସୁନ୍
ବେଲା ରଉ ରଉ ମୋର ଧନ
ମୋନେ ମୋନେ ହାଲ୍ଲେଲୁୟା ଗୁନ୍ (2*)
ଏ ଜୀବନକେ ନାଇ ଆଡ଼େ ତର୍ ଧନ୍
ତେବେ ଯିଶୁକେ ଦେଇ ରୁଆ ମୋନ୍ (2*)
ବଞ୍ଚି ରଉ ରଉ ଗାଇର ଯିଶୁର ଗୁନ୍
ଏ ବାବୁ....
ଡଙ୍ଗର୍ ପରବତ ଭସ୍ଲି ଜାଇସି ନାଇ ରଏ ଆରି ଜମିବାଡ଼ି
ଏନେ ତେନେ ନେଇ ଢୁକାଇ ଦେଇସି ଏ ଦୁନିଆର ଘଡ଼ାଗାଡ଼ି (2*)
ଏ ଦୁନିଆର ଘଡ଼ାଗାଡ଼ି ନାଇ ରଏ ଆରି ଜମିବାଡ଼ି
ଏ ଜୀବନକେ...
ଏ ବାବୁ...
ପାନି ପବନ ଆସି ଉପ୍ରେ ଟିଆ ହେଲେ
ସବୁତ ଭିତ୍ରେ ଜାଇସି ବୁଡ଼ି
ରଗ୍ ବେମାର୍ ଆରି ନାଇ ଛାଡ଼େ ବାବୁ
ଡାକ୍ତର୍ କୟ୍ସି ନିଜର୍ ହାତ ହଡ଼ି (2*)
ଆରି ନାଇ କରା ତୁମେ ଡେରି ଯିଶୁର୍ ଲଗେ ଆସା ଜଡ଼ି ଜଡ଼ି
ଏ ଜୀବନକେ...
ଏ ବାବୁ...
No comments: