Blogger news

Pade Hallelujah Sun Lyrics

E Babu Tue Pade Hallelujah Sun Lyrics

E Babu Tue Pade Hallelujah Sun Lyrics is a beautifully written and composed Koraputia song. This christian song is sung by Humane Sagar. Enjoy the song and praise God.

E Babu Tue Pade Hallelujah Sun Lyrics

ଏ ବାବୁ ତୁଇ ପଦେ ହାଲ୍ଲେଲୁୟା ସୁନ୍
ବେଲା ରଉ ରଉ ମୋର ଧନ
ମୋନେ ମୋନେ ହାଲ୍ଲେଲୁୟା ଗୁନ୍ (2*)
ଏ ଜୀବନକେ ନାଇ ଆଡ଼େ ତର୍ ଧନ୍
ତେବେ ଯିଶୁକେ ଦେଇ ରୁଆ ମୋନ୍ (2*)
ବଞ୍ଚି ରଉ ରଉ ଗାଇର ଯିଶୁର ଗୁନ୍
ଏ ବାବୁ.......

ଡଙ୍ଗର୍ ପରବତ ଭସ୍‌ଲି ଜାଇସି ନାଇ ରଏ ଆରି ଜମିବାଡ଼ି
ଏନେ ତେନେ ନେଇ ଢୁକାଇ ଦେଇସି ଏ ଦୁନିଆର ଘଡ଼ାଗାଡ଼ି (2*)
ଏ ଦୁନିଆର ଘଡ଼ାଗାଡ଼ି ନାଇ ରଏ ଆରି ଜମିବାଡ଼ି
ଏ ଜୀବନକେ........
ଏ ବାବୁ.......

ପାନି ପବନ ଆସି ଉପ୍‌ରେ ଟିଆ ହେଲେ
ସବୁତ ଭିତ୍‌ରେ ଜାଇସି ବୁଡ଼ି
ରଗ୍ ବେମାର୍ ଆରି ନାଇ ଛାଡ଼େ ବାବୁ
ଡାକ୍‌ତର୍ କୟ୍‌ସି ନିଜର୍ ହାତ ହଡ଼ି (2*)
ଆରି ନାଇ କରା ତୁମେ ଡେରି ଯିଶୁର୍ ଲଗେ ଆସା ଜଡ଼ି ଜଡ଼ି
ଏ ଜୀବନକେ........
ଏ ବାବୁ.......

No comments:

Home Ads

Powered by Blogger.