Blogger news

Mora Aji Sesa Sidhanta Lyrics

Mora Aji Sesa Sidhanta Lyrics

Mora aji sesa sidhanta lyrics is a beautiful song which talks about the resolution to serve God.

Mora Aji Sesa Sidhanta Lyrics

ମୋର ଆଜି ଶେଷ ସିଦ୍ଧାନ୍ତ
ମୁ କରିଛି ମନୋନୀତ
ଯୀଶୁଙ୍କୁ ମନ ପ୍ରାଣ ଆତ୍ମା ଦେଇ ପୁଜିବାକୁ
ଜୀବନର ଶେଷଯାଏ ତାଙ୍କ ପଛେ ଚାଲିବାକୁ

ତାଙ୍କରି ସ୍ୱର ମୁ ଶୁଣିବି
ତାଙ୍କୁ ମୁଁ ନିଶ୍ଚୟ ଦେଖିବି
ବିଜୟୀ ଜୀବନ କାଟିବି
ଜାଗ୍ରତ ହୋଇ ମୁଁ ରହିବି
ଚାହେଁ ମୁଁ ପାଦେ ପାଦେ
ତାଙ୍କ ଇଛା ଜାଣିବାକୁ
ଜୀବନର ଶେଷଯାଏ
ତାଙ୍କ ପଛେ ଚାଲିବାକୁ

ଯୀଶୁଙ୍କର ଗୀତ ଗାଇବି
ତାଙ୍କ ଆରାଧନା କରିବି
ଯୀଶୁଙ୍କର ଶାନ୍ତି ଲଭିବି
ତାଙ୍କରି ସାଥେ ମୁଁ ରହିବି
ଜୀବନରେ ପରିତ୍ରାଣ
ଆନନ୍ଦ ମୁଁ ଲଭିବାକୁ
ଜୀବନର ଶେଷ ଯାଏ
ତାଙ୍କ ପଛେ ଚାଲିବାକୁ

No comments:

Home Ads

Powered by Blogger.