Blogger news

Byakula Hue Prana Lyrics

Byakula Hue Prana Lyrics | New Odia Christian Song Lyrics

Byakula Hue Prana Lyrics talks about God's presence in our daily lives. This song is beautifully composed and sung by Human Sagar.

Byakula Hue Prana Lyrics

ବ୍ୟାକୁଳ ହୁଏ ପ୍ରାଣ ନଥିଲେ ଯୀଶୁ ତୁମେ
ଶାନ୍ତ କର ପ୍ରାଣ ରହି ପ୍ରତିକ୍ଷଣେ
ମିଛ ମାୟା ସଂସାର କରେ ତୁମଠୁ ଦୂର
ରଖି ତୁମଠୁ ଦୂରେ କରେ ମୋ ପ୍ରାଣ ଅସ୍ଥିର

ଜୀବନ ଜଞ୍ଜାଳେ ଘାରି ହେଲେ ପ୍ରାଣ
ନ କରିବି ଭୟ ମନେ
ଥିଲେ ପାଖେ ସବୁ ଦିନେ
ଏ ମୋହ ମାୟା ର ପ୍ରଲୋଭନ ପାଶେ
ନ ହେବି ଅସ୍ଥିର ମନେ
ଥିଲେ ତୁମେ ମୋ ଜୀବନେ

(ତୁମେ ହିଁ ଇଶ୍ଵର ମୋର, ହୁଏ ତୁମଠି ମୁଁ ସ୍ଥିର)

ଆସ ପ୍ରଭୁ ଆସ, ମୋ ହୃଦୟେ ଆସ
ଆସ ପ୍ରଭୁ ଆସ, ମୋ ହୃଦୟେ କର ବାସ

କହିବି କେମିତି ଏ ଜୀବନ ବ୍ୟଥା
ତୁମେତ ଜାଣୁଛ ସବୁ
ଅନ୍ତର୍ଯାମୀ ଆହେ ପ୍ରଭୁ
ରୁହ ମୋ ହୃଦୟେ ସଦା ସର୍ବଦା
ମାଗେନା ମୁ କିଛି ଆଉ
ଏତିକି କରୁଣା ହେଉ

(ତୁମ ଉପସ୍ଥିତି ପ୍ରଭୁ, ହୃଦୟେ ସର୍ବଦା ଲଭୁ)

କରି ଆପଣାର, ପୋଛି ନିଅ ଲୁହ ମୋର
ରହି ସାଥେ ମୋର, ବ୍ୟାକୁଳତା କର ଦୂର



No comments:

Home Ads

Powered by Blogger.