Blogger news

Sathi Jiba Chalago Lyrics

Sathi Jiba Chalago Lyrics | Christian Sambalpuri Song

Sathi Jiba Chalago Lyrics is about birth of Jesus Christ. This Christian Sambalpuri Song is very melodic.

Sathi Jiba Chalago Lyrics

ସାଥି ଯିବା ଚାଲଗୋ
ଯିବା ଚାଲ ବେଥିଲିହିମ… ବେଥିଲିହିମ…
ଦୂରେ ଚାହିଁ ଦେଖି ହସୁଛି ତାରା
ହାତ ଠାରି ତୋତେ ଡାକୁଛି ପରା
ହୋଇଛନ୍ତି ଯହିଁ ଯୀଶୁ ଜନମ, ଯୀଶୁ ଜନମ

ସରଗର ସୁଖ ଛାଡ଼ି; ଆମ ଦୁଃଖ ନେବେ ବହି
ପାପୀ ପାପ ସବୁ ନେବେ; ନୂଆଁ ଜୀବନ ସେ ଦେବେ
ତାଙ୍କ ପାଦେ ଆମେ ଭକତି ଭରେ ।
ଜଣାଇବା ଚାଲ ଆମ ପ୍ରଣାମ
ଯିବା ଚାଲ ବେଥିଲିହିମ… ବୈଥିଲିହିମ…

ପୁଲକିତ ହୁଏ ଧରା, ଝରେ ଆନନ୍ଦର ଧାରା
ଶୁଭେ ପ୍ରଭୁଙ୍କର ଗୀତି, ଭରିଯାଏ ଶାନ୍ତି ପୀତି
ରାଜାଙ୍କର ରାଜା ଆମ ଯୀଶୁ ରାଜା
ସେହି ଯେ ମସୀହ ଶାନ୍ତି ପରମ
ଯିବା ଚାଲ ବେଥିଲିହିମ.. ବେଥିଲିହିମ…

Sathi Jiba Chalago Lyrics in English

Sathi Jiba Chalago
Jiba Chala Bethalihima...Bethalihima
Dure Chahin Dekha Hasuchhi Tara
Hata Thari Tote Dakuchhi Para
Hoechhanti Jahin Jishu Janama..Jishu Janama



No comments:

Home Ads

Powered by Blogger.