Blogger news

Arupa Drushya Hoele

ଅରୂପ ରୂପ ଦୃଶ୍ୟ ହୋଇଲେ | Arupa Drushya Hoele

ଅରୂପ ରୂପ ଦୃଶ୍ୟ ହୋଇଲେ
ଅନୁଗ୍ରହ ସତ୍ୟତାରେ ପୂର୍ଣ ହୋଇ ଅଇଲେ | ଘୋଷା |

କାଳବେଳେ ଅନାୟତ୍ତ ଥିଲା ସକଳ ଜଗତ
ନିଜେ ମୃତ୍ୟୁଭୋଗ କରି କାଳକୁ ସେ ନାଶିଲେ | ୧ |

ସତ୍ୟ, ଶାନ୍ତି, ଦୟା, କ୍ଷମା ଅଦ୍ଭୁତ ଗୁଣ ମହିମା
ଦେଖାଇ ଇଶ୍ବର ଗୁଣ ସତ୍ୟ ଧର୍ମ ସ୍ଥାପିଲେ | ୨ |

ସେ ଧର୍ମେ ବିଶ୍ବସୀ ଜନ ଅନ୍ତରେ ଖେଦ, କ୍ରନ୍ଦନ
କରି ଖ୍ରୀଷ୍ଟେ ନିବେଦନ ଶୁଦ୍ଧ ଚିତ୍ତ ପାଇଲେ | ୩ |

ଧନ ମାନ ସଂସାରକୁ ପକାଇ ସବୁ ପଛକୁ
ଖ୍ରୀଷ୍ଟ-ପ୍ରେମ-ପୀୟୂଷକୁ ଚାଖି ତୃପ୍ତ ହୋଇଲେ | ୪ |

ଯାଇ ଅମର ଭୁବନ ଗ୍ରୁପ ରୂପ ଦର୍ଶନ
ପାଇ ନିତ୍ୟ ବିଶ୍ରାମକୁ ମହାନନ୍ଦେ ରହିଲେ | ୫ |


No comments:

Home Ads

Powered by Blogger.